Top 10 News: ରାଜ୍ୟରେ ଡାଇରିଆ ଆତଙ୍କ, ଗୋପାଳପୁର ଗଣ ଦୁଷ୍କର୍ମ ମାମଲାରେ ୧୦ ଗିରଫ, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ମଙ୍ଗଳବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା ଯାଜପୁର, କେଉଁଝର, ଭଦ୍ରକ, କଟକ ଓବ ଢେଙ୍କାନାଳ ଜିଲ୍ଲାର ଡାଇରିଆ ପରିସ୍ଥିତି ଏବଂ ପ୍ରତିରୋଧୀ ପଦକ୍ଷେପ ସମୀକ୍ଷା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News: ରାଜ୍ୟରେ ଡାଇରିଆ ଆତଙ୍କ, ଗୋପାଳପୁର ଗଣ ଦୁଷ୍କର୍ମ ମାମଲାରେ ୧୦ ଗିରଫ, ପଢ଼ନ୍ତୁ ୧୦ ବଡ଼ ଖବର
Image Credit: Top 10 News Headlines 17 Jun 2025

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More