Fight against AQI: ଭାରି ପଡ଼ିଲା ପ୍ରଦୂଷଣ: ଭୁବନେଶ୍ୱରର; ୧୦ ପଏଣ୍ଟ ନିୟନ୍ତ୍ରଣ ବ୍ୟବସ୍ଥା

ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଶେଷକରି ରାଜଧାନୀରେ ବଢ଼ୁଥିବା ଜନସଂଖ୍ୟା, ଯାନବାହାନ ଏବଂ ନିର୍ମାଣକାର୍ଯ୍ୟ ଏବେ ବାୟୁ ମଣ୍ଡଳରେ ପିଏମ୍‍୧୦ ଏବଂ ୨.୫ ଧୂଳିକଣାର ପରିମାଣ ବଢ଼ାଉଛି। ଏପରି ଧୂଳିକଣା ଶ୍ୱାସଜନିତ ସମସ୍ୟା ସୃଷ୍ଟିର ମୁଖ୍ୟ କାରଣ ହୋଇଛି। ଏହାକୁ ଆଖିରେ ରଖି ରାଜ୍ୟ ସରକାର ସତର୍କ

 Fight against AQI:  ଭାରି ପଡ଼ିଲା ପ୍ରଦୂଷଣ: ଭୁବନେଶ୍ୱରର; ୧୦ ପଏଣ୍ଟ ନିୟନ୍ତ୍ରଣ ବ୍ୟବସ୍ଥା

About the Author