Road Accident: ଭୟଙ୍କର ଦୁର୍ଘଟଣା;ସ୍ଲିପର୍ ବସ୍ କୁ ଧକ୍କା ଦେଲା ଟ୍ରକ୍,୧୧ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଯାଏ ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Road Accident: ଭୟଙ୍କର ଦୁର୍ଘଟଣା;ସ୍ଲିପର୍ ବସ୍ କୁ ଧକ୍କା ଦେଲା ଟ୍ରକ୍,୧୧ ମୃତ

About the Author