ଝାରସୁଗୁଡ଼ା ଏସ୍‍ପିଙ୍କ ସମେତ ରାଜ୍ୟର ୧୪ ଜଣ ପୁଲିସଙ୍କୁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ

୨୦୨୫ ବର୍ଷ ପାଇଁ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, କେନ୍ଦ୍ରୀୟ ପୋଲିସ ସଙ୍ଗଠନର ୧୪୬୬ ଜଣ କର୍ମଚାରୀଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ କରାଯାଇଛି। ଏଥିରେ ୧୪ ଜଣ ଓଡ଼ିଶା ପୁଲିସ କର୍ମଚାରୀ ସାମିଲ ରହିଛନ୍ତି। ନୂଆପଡ଼ାର ପୂର୍ବତନ ଏସପି ଗୁଣ୍ଡାଲା ରେଡ୍ଡୀ ରା

ଝାରସୁଗୁଡ଼ା ଏସ୍‍ପିଙ୍କ ସମେତ ରାଜ୍ୟର ୧୪ ଜଣ ପୁଲିସଙ୍କୁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ

About the Author