ଅପମିଶ୍ରିତ ଖାଦ୍ୟ ଖାଇ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ

କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲର ପ୍ରାୟ ୧୫ ଜଣ ଛାତ୍ର ହଠାତ୍‍ ଅସୁସ୍ଥ ହୋଇପଡ଼ିଛନ୍ତି। ଅପମିଶ୍ରିତ ଖାଦ୍ୟକୁ ଏହାର କାରଣ ବୋଲି ଗ୍ରହଣ କରାଯାଉଛି। ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଏହି ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ଏସ୍‍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁ

ଅପମିଶ୍ରିତ ଖାଦ୍ୟ ଖାଇ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ

About the Author