ମୁହଁ ଦେଖାଇ ଜୀବନ ପ୍ରମାଣ ଦେଉଛନ୍ତି ୨୫ ଲକ୍ଷ ଭାରତୀୟ

ଦେଶର ୨୫ ଲକ୍ଷରୁ ଅଧିକ ଅବସରପ୍ରାପ୍ତ ବ୍ୟକ୍ତି ନିଜ ମୁହଁ ଦେଖାଇ ଜୀବନ ପ୍ରମାଣ ଦେଉଛନ୍ତି। ଏହା ତାଙ୍କୁ ପେନ୍‍ସନ୍‍ ପ୍ରଦାନରେ ସହାୟକ ହେଉଛି। ପୂର୍ବରୁ ବ୍ୟବହୃତ ହେଉଥିବା ଆଙ୍ଗୁଠି ଛାପ ଅପେକ୍ଷା ଏହା ଅଧିକ ଉପଯୋଗୀ ହୋଇପାରିଛି ବୋଲି କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ

ମୁହଁ ଦେଖାଇ ଜୀବନ ପ୍ରମାଣ ଦେଉଛନ୍ତି ୨୫ ଲକ୍ଷ ଭାରତୀୟ

About the Author