Flight Cancel: ବାତ୍ୟା'ମନ୍ଥା' ପାଇଁ ବାତିଲ୍ ହେଲା ୩୫ ଟି ଫ୍ଲାଇଟ୍

Flight Cancel: ଦୂର ହେଲା ବାତ୍ୟା ଭୟ। କାହଁକିନା ଲ୍ୟାଣ୍ତଫଲ୍ ପରେ ଦୁର୍ବଳ ହୋଇଛି 'ମନ୍ଥା'। ଏ-ହା ଏବେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଦୁର୍ବଳ ହେବ ବୋଲି ପାଣିପାହ ବିଭାଗ ପକ୍ଷରୁ କୁହାଯାଇଛି। ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରୁଛି ଏହି ବାତ୍ୟା।

Flight Cancel: ବାତ୍ୟା'ମନ୍ଥା' ପାଇଁ ବାତିଲ୍ ହେଲା ୩୫ ଟି ଫ୍ଲାଇଟ୍

About the Author