୨୪ରୁ ବରଗଡ଼ ଧନୁଯାତ୍ରା: ସୁଶୀଳ ମେହେର ହେବେ କଂସ ମହାରାଜ

ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ୧୧ ଦିନ ବ୍ୟାପୀ ଏହି ଯାତ୍ରା ଚାଲିବ। ଏହା ୭୮ ତମ ବରଗଡ଼ ଧନୁଯାତ୍ରା ହେବ। ଏଥିଲାଗି ବରଗଡ଼ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ କଳାକାର ଚୟନ ବେଶ୍‍ ମର୍ଯ୍ୟାଦାର ସହ ଅନୁଷ୍ଠିତ ହୋଇଛି। ୩୬ ଜଣ ଆଶାୟୀଙ୍କ ଭିତରୁ କଂସ କଳାକାର ଚୟନ

୨୪ରୁ ବରଗଡ଼ ଧନୁଯାତ୍ରା: ସୁଶୀଳ ମେହେର ହେବେ କଂସ ମହାରାଜ

About the Author