ରାଜଧାନୀର ୭ ସ୍ଥାନରେ ହେବ ରାବଣ ପୋଡ଼ି, ଆପଣ ଯିବେ କେଉଁଠିକୁ

ଆଜି ବିଭିନ୍ନ ମୃଣ୍ମୟୀ ପୀଠରେ ମହାଅଷ୍ଟମୀ ନୀତି ପାଳନ କରାଯାଉଛି। ଶାରଦୀୟ ଦୁର୍ଗାପୂଜାରେ ଏହି ଦିନଟି ଅନେକ ଗୁରୁତ୍ୱପୂର୍ଣ୍ଣ। ମହାମାୟୀଙ୍କ ଏହିଦିନ ଦର୍ଶନ ପାଇଁ ବିଭିନ୍ନ ପୂଜା ପଣ୍ଡାଲରେ ଆଜି ଭିଡ଼ ବଢ଼ିବାରେ ଲାଗିଛି। ରାଜଧାନୀର ୧୯୩ ପଣ୍ଡାଲରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଏହି ସମସ୍ତ ପଣ୍ଡାଲରେ ରାବଣପୋଡ଼ି ଲା

ରାଜଧାନୀର ୭ ସ୍ଥାନରେ ହେବ ରାବଣ ପୋଡ଼ି, ଆପଣ ଯିବେ କେଉଁଠିକୁ

About the Author