ଆସନ୍ତାକାଲିଠୁ ୮୪ତମ ଇଣ୍ଡିଆନ୍‍ ରୋଡ୍‍ କଂଗ୍ରେସ: ପ୍ରଦର୍ଶିତ ହେବ ସଡ଼କ ନିର୍ମାଣର ଆଧୁନିକ ଜ୍ଞାନକୌଶଳ

ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆୟୋଜନ କରିବାକୁ ଯାଉଛି ଇଣ୍ଡିଆନ୍‍ ରୋଡ୍‍ କଂଗ୍ରେସ ବା ଆଇଆର୍‍ସି । ଷଷ୍ଠଥର ପାଇଁ ଏହି ସୁଯୋଗ ପାଇଛି ଓଡ଼ିଶା। ଆସନ୍ତାକାଲି ଏହାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଉଦ୍‍ଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। &nb

ଆସନ୍ତାକାଲିଠୁ ୮୪ତମ ଇଣ୍ଡିଆନ୍‍ ରୋଡ୍‍ କଂଗ୍ରେସ:  ପ୍ରଦର୍ଶିତ ହେବ ସଡ଼କ ନିର୍ମାଣର ଆଧୁନିକ ଜ୍ଞାନକୌଶଳ

About the Author