Berhampur Crime: ଭାରି ପଡ଼ିଲା ଏଇ ଗୋଟିଏ ଷ୍ଟେଟମେଣ୍ଟ...'ମୁଁ ବିଜେଡି ନେତା ବିକ୍ରମ ପଣ୍ଡା କ୍ୟାରିୟରକୁ ଖତମ୍ କରିଦେବି'

Berhampur Crime: ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିଛି। ଏହା ସହିତ ଏହି ଘଟଣାରେ ଆହୁରି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏସପିଙ୍କ କହିବା କଥା ଏହି ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷର ଡିଲ୍ କରାଯାଇଥିଲା । ଏହାସହ ସୁପାରୀ କିଲରଙ୍କୁ ୧୦ ଲକ୍ଷର ଆଡଭାନ୍ସ ମଧ୍ୟ ପେମେଣ୍ଟ କରାଯାଇଥିଲା।

Berhampur Crime: ଭାରି ପଡ଼ିଲା ଏଇ ଗୋଟିଏ ଷ୍ଟେଟମେଣ୍ଟ...'ମୁଁ ବିଜେଡି ନେତା ବିକ୍ରମ ପଣ୍ଡା କ୍ୟାରିୟରକୁ ଖତମ୍ କରିଦେବି'

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
Read More