)
Ahmedabad Plane Crash: ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଅହମ୍ମଦାବାଦ ବିମାନବନ୍ଦର ନିକଟସ୍ଥ ମେଘନାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୪୨ ଜଣ ଯାତ୍ରା କରୁଥିଲେ। ଯାହାଙ୍କ ପୂରା ତାଲିକା ପ୍ରକାଶ ପାଇଛି।
ଏଠାରେ ଦେଖନ୍ତୁ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଲୋକଙ୍କ ପୂରା ତାଲିକା-








