Al Falah University suspension: ଦିଲ୍ଲୀ କାର ବିସ୍ଫୋରଣ ପରେ ଆଲ-ଫାଲାହ ବିଶ୍ୱବିଦ୍ୟାଳୟ ଉପରେ ଆକ୍ସନ, ରଦ୍ଦ ହେଲା ସଦସ୍ୟତା

Al Falah University: ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଆଲ ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତାକୁ ରଦ୍ଦ କରିଛି। ସଂଘ ଏକ ଅଫିସିଆଲ୍ ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛି।

Al Falah University suspension: ଦିଲ୍ଲୀ କାର ବିସ୍ଫୋରଣ ପରେ ଆଲ-ଫାଲାହ ବିଶ୍ୱବିଦ୍ୟାଳୟ ଉପରେ ଆକ୍ସନ, ରଦ୍ଦ ହେଲା ସଦସ୍ୟତା
Image Credit: Al Falah University suspension

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More