PM Memorial E-Auction 2025: ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର କଳାକୃତୀ

PM Memorial E-Auction 2025: ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ଉପହାରକୁ ସ୍ମାରକୀଭାବେ ଗ୍ରହଣ କରିବା ଲାଗି ଭାରତ ସରକାର ସୁଯୋଗ ଉନ୍ମୁକ୍ତ କରିଛନ୍ତି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସାମଗ୍ରୀକୁ ଏହି କ୍ରମରେ ନିଲାମ ପାଇଁ ଉପଲବ୍ଧ କରାଯାଇଛି।

PM Memorial E-Auction 2025: ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର କଳାକୃତୀ
Image Credit: PM Memorial E-Auction 2025

About the Author