ଇଣ୍ଡିଆନ୍‍ ଏକ୍ସପ୍ରେସ କହିଲା ନବୀନଙ୍କ ପ୍ରଭାବ କମୁଛି; ଅଧିକ ଶକ୍ତିଶାଳୀ ହେଉଛନ୍ତି ଅଶ୍ୱିନୀ

ଭୁବନେଶ୍ୱର: ଯେଉଁ ନବୀନ ପଟ୍ଟନାୟକଙ୍କ ସହଯୋଗରେ ସେ ନିଜର ସାଂସଦ ପଦବୀ ବଜାୟ ରଖିପାରିଲେ ତାଙ୍କଠୁ ବି ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି ରେଳବାଇ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। । ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ତାଲିକାରେ ନବୀନଙ୍କଠୁ ଢେର ଉପରେ ରହିଛନ୍ତି ଅଶ୍ୱିନୀ ବୈଷ୍ଣବ।

ଇଣ୍ଡିଆନ୍‍ ଏକ୍ସପ୍ରେସ କହିଲା ନବୀନଙ୍କ ପ୍ରଭାବ କମୁଛି; ଅଧିକ ଶକ୍ତିଶାଳୀ ହେଉଛନ୍ତି ଅଶ୍ୱିନୀ

About the Author