BANK Fraud 2024-25: ଏଚଡିଏଫସି ବ୍ୟାଙ୍କ ଗ୍ରାହକ ସର୍ବାଧିକ ସାଇବର ଠକେଇର ଶିକାର

ନୂଆଦିଲ୍ଲୀ: ଦେଶର ଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡିକ ଭିତରେ ଏଚଡିଏଫସି ବ୍ୟାଙ୍କର ଗ୍ରାହକମାନେ ସବୁଠାରୁ ଅଧିକ ଠକେଇର ଶିକାର ହୋଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୯୪୬୬ଟି ଉଚ୍ଚ ମୂଲ୍ୟର ଠକେଇ ମାମଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ନଜରକୁ ଆସିଛି। ଯେଉଁଥିରେ ସମୁଦାୟ ୮୩୭ କୋଟି ଟଙ୍କାର ଠକେଇ ହୋଇଥିବା ଲୋକସଭାରେ ଅର୍ଥ ରାଜ୍ୟ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

BANK Fraud 2024-25: ଏଚଡିଏଫସି ବ୍ୟାଙ୍କ ଗ୍ରାହକ ସର୍ବାଧିକ ସାଇବର ଠକେଇର ଶିକାର

About the Author