Bengaluru Accident: ୩ ବାଇକ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଆମ୍ବୁଲାନ୍ସ, ୨ ମୃତ, ଅନେକ ଆହାତ

Bengaluru Ambulance Accident: ବେଙ୍ଗାଲୁରୁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ଆମ୍ବୁଲାନ୍ସ ତିନୋଟି ବାଇକ୍ କୁ ଧକ୍କା ଦେଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

Bengaluru Accident: ୩ ବାଇକ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଆମ୍ବୁଲାନ୍ସ, ୨ ମୃତ, ଅନେକ ଆହାତ
Image Credit: Bengaluru Ambulance Accident

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More