Bilaspur Bus Accident: ବସ୍ ଉପରେ ଖସିଲା ପାହାଡ଼ର ଭଗ୍ନାବଶେଷ; ୧୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି

Bilaspur Bus Accident: ମଙ୍ଗଳବାର ରାତିରେ ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭଲ୍ଲୁ ସେତୁ ଉପରେ ଯାଉଥିବା ଏକ ବସ୍ ଉପରେ ପାହାଡ଼ ଭାଙ୍ଗି ଖସି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ପନ୍ଦର ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି।

Bilaspur Bus Accident: ବସ୍ ଉପରେ ଖସିଲା ପାହାଡ଼ର ଭଗ୍ନାବଶେଷ; ୧୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି
Image Credit: Bilaspur Bus Accident

About the Author