Bilaspur Train Accident: ବିଳାସପୁରରେ ଟ୍ରେନ୍ ଦୁର୍ଘଟଣା, ୧୧ ମୃତ୍ୟୁ, ସାମ୍ନାକୁ ଆସିଲା ଦୁର୍ଘଟଣାର କାରଣ

Bilaspur Train Accident: ଜଣେ ଅଧିକାରୀ କହିଛନ୍ତି ଯେ ଯାତ୍ରୀବାହୀ ଟ୍ରେନ୍‌ଟି ରେଡ୍ ସିଗ୍ନାଲ ଡେଇଁ ପଛରୁ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ବେଗରେ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଆହତ ଯାତ୍ରୀମାନଙ୍କୁ ଆପୋଲୋ ହସ୍ପିଟାଲ୍‌, ଛତିଶଗଡ଼ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (SIMS) ଏବଂ ବିଳାସପୁରର ଅନ୍ୟାନ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Bilaspur Train Accident: ବିଳାସପୁରରେ ଟ୍ରେନ୍ ଦୁର୍ଘଟଣା, ୧୧ ମୃତ୍ୟୁ, ସାମ୍ନାକୁ ଆସିଲା ଦୁର୍ଘଟଣାର କାରଣ
Image Credit: Bilaspur Train Accident

About the Author