ପୀତବାସ ପଣ୍ଡା ହତ୍ୟା ମାମଲା- ବିଜେଡି କହିଲା ମନ୍ତ୍ରୀ ସମ୍ପୃକ୍ତ, ସରକାର କରିଛନ୍ତି ଚକ୍ରାନ୍ତ

ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ଗୋପାଳପୁର ବିଧାୟକ ବିଭୁତିଭୂଷଣ ଜେନାଙ୍କୁ ବଞ୍ଚାଇବା ଲାଗି ପୁଲିସ ବିକ୍ରମ ପଣ୍ଡାଙ୍କୁ ବଳି ପକାଇଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଜେଡି ଏହାକୁ ଗଣତନ୍ତ୍ର

ପୀତବାସ ପଣ୍ଡା ହତ୍ୟା ମାମଲା- ବିଜେଡି କହିଲା ମନ୍ତ୍ରୀ ସମ୍ପୃକ୍ତ, ସରକାର କରିଛନ୍ତି ଚକ୍ରାନ୍ତ

About the Author