ବିଜେଡିର ଅଭିଯୋଗ: ଜଳଖିଆ ଦେଇ ଭୋଟ ମାଗୁଛି ବିଜେପି

ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି। ଶାସକ ଦଳ ବିଜେପି ପକ୍ଷରୁ ଭୋଟରଙ୍କୁ ଜଳଖିଆ ଦେଇ ବିଜେପିକୁ ଭୋଟ ଦେଉଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ବିଜେପି କର୍ମୀମାନେ ବୁଥ ଭିତରେ ପଶି ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ

ବିଜେଡିର ଅଭିଯୋଗ: ଜଳଖିଆ ଦେଇ ଭୋଟ ମାଗୁଛି ବିଜେପି

About the Author