Ladakh Protest: କେଉଁ ଦାବି ପାଇଁ ଜଳୁଛି ଲଦାଖ? ବିଜେପି କାର୍ଯ୍ୟାଳୟ ମଧ୍ୟ ଧୂଆଁ-ଧୂଆଁ

Ladakh Protest: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମେତ ଲଦାଖର ପ୍ରତିବାଦକାରୀମାନଙ୍କର ଅନେକ ପ୍ରମୁଖ ଦାବି ରହିଛି। ଏଥିରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଏବଂ ଷଷ୍ଠ ଅନୁସୂଚୀ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଅନ୍ତର୍ଭୁକ୍ତ।

Ladakh Protest: କେଉଁ ଦାବି ପାଇଁ ଜଳୁଛି ଲଦାଖ? ବିଜେପି କାର୍ଯ୍ୟାଳୟ ମଧ୍ୟ ଧୂଆଁ-ଧୂଆଁ
Image Credit: Ladakh Protest

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More