ବାତ୍ୟା ମୁକାବିଲା ପାଇଁ ଭୁବନେଶ୍ୱରରେ ହେଲ୍ପଲାଇନ ନମ୍ବର ୧୯୨୯

ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କର ଛୁଟି ବାତିଲ କରାଯାଇଛି । କୌଣସି ଅଧିକାରୀ କିମ୍ବା କର୍ମଚାରୀ ବିନା ଅନୁମତିରେ ହେଡ୍ କ୍ୱାର୍ଟର ନ ଛାଡିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ସହର

 ବାତ୍ୟା ମୁକାବିଲା ପାଇଁ ଭୁବନେଶ୍ୱରରେ  ହେଲ୍ପଲାଇନ ନମ୍ବର ୧୯୨୯

About the Author