BMC User Fee: ଭୁବନେଶ୍ୱରବାସୀଙ୍କୁ ଅଳିଆ ଉଠାଇବାକୁ ଏଣିକି ଟଙ୍କା ଦେବାକୁ ପଡ଼ିବ

ଘରୁ ସଫେଇ ବାଲା ଏଣିକି ମାଗଣାରେ ଅଳିଆ ବ୍ୟାଗ୍‍ ନେବ ନାହିଁ। ସ୍ୱଚ୍ଛତା ରକ୍ଷା ପାଇଁ ଏଣିକି ଭୁବନେଶ୍ୱରବାସୀଙ୍କୁ ଅର୍ଥ ଦେବାକୁ ହେବ। ଏହି ଦେୟର ନାଁ ରହିବ ୟୁଜର ଫି’। ଘର ହେଉ ବା ଦୋକାନ , ହୋଟେଲ ଅବା କୌଣସି ଅନୁଷ୍ଠାନ କେହି ଏହି ୟୁଜର୍ସ ଫିରୁ ବାଦ ପଡ଼ିବେ ନାହିଁ। ସହରକୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେ

BMC User Fee: ଭୁବନେଶ୍ୱରବାସୀଙ୍କୁ ଅଳିଆ ଉଠାଇବାକୁ ଏଣିକି ଟଙ୍କା ଦେବାକୁ ପଡ଼ିବ

About the Author