Boiler exploded: ଗୁଡଗାଓଁରେ ଭୟଙ୍କର ବିସ୍ଫୋରଣ, ଭୀଷଣ ଅଗ୍ନିକାଣ୍ଡରେ ଚାଲିଗଲା ୨ ଜୀବନ

ଏଠାରେ କହି ରଖୁ ଯେ ଆଜି ସକାଳେ କୋଲକାତା ସହରରେ ମଧ୍ୟ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ପଞ୍ଚମ ଗାରଷ୍ଟିନ ପ୍ଲେସରେ ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି କରିଥିଲା। ୬ଟି ଦମକଳ ଏକତ୍ର ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।

Boiler exploded: ଗୁଡଗାଓଁରେ ଭୟଙ୍କର ବିସ୍ଫୋରଣ, ଭୀଷଣ ଅଗ୍ନିକାଣ୍ଡରେ ଚାଲିଗଲା ୨ ଜୀବନ

About the Author