Petrol Diesel Price Today: ଶସ୍ତା ହେଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍ ?

Petrol Diesel Price Today: ଆଜି (ମଙ୍ଗଳବାର) ତୈଳ କମ୍ପାନୀ ଗୁଡିକ ଡିଜେଲ୍ -ପେଟ୍ରୋଲର ନୂଆ ଦର ଜାରି କରିଛନ୍ତି। ଆଜି ମଧ୍ୟ ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଭ୍ୟାଟ୍ (Value Added Tax) ଯୋଗୁଁ ଅନେକ ସହରରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ ତୈଳ ଦର କେତେ ରହିଛି (Petrol Diesel Price Today 27 February 2024)।

Petrol Diesel Price Today: ଶସ୍ତା ହେଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍ ?