ଦେଢ଼ ଲକ୍ଷ ଚାକିରି କ’ଣ ବିକା ହେବ! ନିଯୁକ୍ତି ପ୍ରକ୍ରିୟାକୁ ସୁଧାରିପାରିବେ କି ମୋହନ ସରକାର

ରାଜ୍ୟରେ ବିଜେପି ସରକାର ଖାଲି ପଡ଼ିଥିବା ସରକାରୀ ଚାକିରିକୁ ୫ ବର୍ଷରେ ପୂରଣ କରିବାକୁ ପ୍ରତିଶୃତି ଦେଇଛି। କ୍ଷମତାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ଚାକିରି ପ୍ରଦାନ ଲକ୍ଷ୍ୟ ଥିଲା। ଆଜିକୁ କ୍ଷମତା ୧୬ ମାସ ଚାଲିଛି। କିନ୍ତୁ ଦିନକୁ ଦିନ ଚାକିରି ବିକ୍ରି ଅଭିଯୋଗ ନା ପ୍ରତିଶୃତି ପୂରଣକୁ ବାଟ ଛାଡ଼ୁଛି ନା ଏଥିପାଇଁ ବ୍ୟବସ୍ଥାରେ ସଂସ୍କାର କରାଯାଉଛି। ଏହି ପ୍ରକ୍ରି

ଦେଢ଼ ଲକ୍ଷ ଚାକିରି କ’ଣ ବିକା ହେବ!  ନିଯୁକ୍ତି ପ୍ରକ୍ରିୟାକୁ ସୁଧାରିପାରିବେ କି ମୋହନ ସରକାର

About the Author