ରାଜ୍ୟରେ କେବେ ହେବ ଏସ୍‍ଆଇଆର୍‍- ଆଜି ତାରିଖ ଘୋଷଣା

ରାଜ୍ୟରେ କେବେ ହେବ ସଘନ ଭୋଟର ତାଲିକା ସଂଶୋଧନ। ଏ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଆଜି ତାରିଖ ଘୋଷଣା କରିବେ। ଦେଶର ୧୫ ରାଜ୍ୟରେ ବିହାର ପରି ସଘନ ଭୋଟର ତାଲିକା ସଂଶୋଧନ ହେବ। ଅର୍ଥାରତ୍‍ ଏହି ତାଲିକାରୁ ଅନେକ ଜାଲି ଭୋଟର, ମୃତ ଭୋଟରଙ୍କ ନାଁ କଟିବ। ଗଲା ଦୁଇ ଦଶନ୍ଧି ତଳେ ଏପରି ସଂଶୋଧନ ହୋଇଥିଲା। ଏହା ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି

ରାଜ୍ୟରେ କେବେ ହେବ ଏସ୍‍ଆଇଆର୍‍- ଆଜି ତାରିଖ ଘୋଷଣା

About the Author