ଇଭିଏମ୍‍ ଲିକ୍‍ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ମିଛ

ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ୍‍ ଲିକ୍‍ ଅଭିଯୋଗକୁ ମୁଖ୍ୟ ନିର୍ବାଚନ କମିଶନ ଖାରଜ କରିଛନ୍ତି। ଏହା ନିର୍ବାଚନ କମିଶନଙ୍କ ଉପରେ ଥିବା ଦୀର୍ଘ କାଳୀନ ଆସ୍ଥାକୁ ଭାଙ୍ଗିବାର ପ୍ରୟାସ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆପଡ଼ା ଜିଲ୍ଲା ବାହାରୁ କୌଣସି ଇଭିଏମ୍‍ ଅଣା ଯାଇ ନାହିଁ ଏବଂ ନୂଆପଡ଼ା ଷ୍ଟ୍ରଙ୍ଗରୁମରେ ଥିବା

ଇଭିଏମ୍‍ ଲିକ୍‍ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ମିଛ

About the Author