Puri News: ଆଜି ବସିବ ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତି...

Puri News: ପହିଲି ଭୋଗ ନିତି ଶୃଙ୍ଖଳିତ କରିବା ପାଇଁ ଆଜି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବୈଠକ ବସିବ। ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ହେବ ନୀତି।

Puri News: ଆଜି ବସିବ ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତି...

About the Author