Citizenship Act: ୩୫ ବିଦେଶୀଙ୍କୁ ଭାରତୀୟ ନାଗରିକତା ଦେଲେ ମୁଖ୍ୟମନ୍ତ୍ରୀ, ବାସଗୃହ ଓ ଜାତି ପ୍ରମାଣପତ୍ରର ପ୍ରତିଶୃତି

ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ପଡ଼ୋଶୀ ରାଜ୍ୟମାନଙ୍କରୁ ଆସିଥିବା ୩୫ ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ନାଗରିକତା ସଂଶୋଧନ ଆଇନ ୨୦୧୯ ବଳରେ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି। ନାଗରିକତା ପତ୍ର ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଆଇନକୁ

Citizenship Act: ୩୫ ବିଦେଶୀଙ୍କୁ ଭାରତୀୟ ନାଗରିକତା ଦେଲେ ମୁଖ୍ୟମନ୍ତ୍ରୀ, ବାସଗୃହ ଓ ଜାତି ପ୍ରମାଣପତ୍ରର ପ୍ରତିଶୃତି

About the Author