Cm Mohan Charan Majhi: ବିହାର ନିର୍ବାଚନ ଲାଗି ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ବିହାର ଗସ୍ତ କରି, ଶୁକ୍ରବାର ବାଙ୍କା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
Trending Photos
)
Cm Mohan Charan Majhi: ବିହାର ନିର୍ବାଚନ ଲାଗି ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ବିହାର ଗସ୍ତ କରି, ଶୁକ୍ରବାର ବାଙ୍କା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଅନ୍ୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ବିହାର ନିର୍ବାଚନ ଦାୟିତ୍ବରେ ଅଛନ୍ତି।