ସାର୍ବଭୌମତ୍ୱର ଅଧିକାର ନେଇ କଲମ୍ବସଙ୍କ ଆହ୍ୱାନ ହିଁ ଉପନିବେଶବାଦର ଜନନୀ’

ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ପୁସ୍ତକ ଉନ୍ମୋଚନ ପରେ ଆଲୋଚନାଚକ୍ରର ବିଷବସ୍ତୁକୁ ନେଇ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ସେ ଐତିହାସିକ ଗବେଷଣାର ମହତ୍ତ୍ୱ, ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟ ପଛରେ ଥିବା ଦୃଢ଼ତା ଏବଂ ଜଣେ ବ୍ୟକ୍ତିଙ୍କ ନିଜ ଦେଶର ଇତିହାସର ପୁନଃ ଅନାବରଣ ନିମନ୍ତେ ବିଶ୍ୱସ୍ତରରେ ଚିନ୍ତା କରିବା ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ ।

 ସାର୍ବଭୌମତ୍ୱର ଅଧିକାର ନେଇ କଲମ୍ବସଙ୍କ ଆହ୍ୱାନ ହିଁ ଉପନିବେଶବାଦର ଜନନୀ’