କଟକରେ କର୍ଫ୍ୟୁ: କେବଳ ଜରୁରାୀ ସେବା ଅବ୍ୟାହତ

କଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ । ନେତାଜୀ ବସ୍‍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ କଟକକୁ ବିଭିନ୍ନ ଜିଲାରୁ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ଯାତ୍ରୀ ଯାତାୟାତ କରିଥାନ୍ତି । ଏଥିପାଇଁ କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ବସ ଚଳାଚଳ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲାକୁ ଏଠାରୁ ବସ ଚଳାଚଳ

କଟକରେ କର୍ଫ୍ୟୁ: କେବଳ ଜରୁରାୀ ସେବା ଅବ୍ୟାହତ

About the Author