ଆଜି ସନ୍ଧ୍ୟାରେ ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗୁପ୍ତ ବନକ ଲାଗି ନୀତି ପାଳନ କରାଯିବ। ସନ୍ଧ୍ୟା ସମୟରେ ଏହୀ ନୀତି ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଏଥିପାଇଁ ଏହି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ବାରଣ କରାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାଠାରୁ ରାତ୍ର ୧୦ଟା ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ

ଆଜି ସନ୍ଧ୍ୟାରେ ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
Image Credit: AI ନିର୍ମିତ ଚିତ୍ର

About the Author