ରାଧାଙ୍କ ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳରେ ଅହେତୁକ ଭିଡ଼, ପୁଲିସ ମୁତ୍ତୟନ

ଆଜି ଅଁଳା ନବମୀ। ଏହି ଗୋଟିଏ ଦିନ ଶ୍ରୀ ରାଧାଙ୍କ ପାଦ ଭକ୍ତଙ୍କ ଦର୍ଶନ ଲାଗି ଖୋଲା ରହିଥାଏ। ବର୍ଷର ଅନ୍ୟ ସମସ୍ତ ଦିନ ଶ୍ରୀ ରାଧାଙ୍କ ପାଦ ଆବୃତ୍ତ ହୋଇଥାଏ। ଏହିଦିନକୁ ଏକ ପବିତ୍ର ଦିନ ଭାବେ ଗ୍ରହଣ କରାଯାଏ। ଅନେକ ଦିନ ବିରହ ପରେ ମିଳନର ଯେଉଁ ଆନନ୍ଦ ତାହା ଏହି ଗୋଟିଏ ଦିନରେ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଗୌଡ଼ିୟ ସମ୍ପ୍ରଦାୟ, କୃଷ୍ଣପ୍ରେମୀଙ୍କ ପାଇ

ରାଧାଙ୍କ ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳରେ ଅହେତୁକ ଭିଡ଼, ପୁଲିସ ମୁତ୍ତୟନ

About the Author