Operation Sindoor: ପାକିସ୍ତାନ କ’ଣ ଭାରତର ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା? CDS ଅନିଲ ଚୌହାନ କଲେ ବଡ଼ ଖୁଲାସା

CDS Anil Chauhan: ସିଡିଏସ୍ ଅନିଲ ଚୌହାନ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ କଥା ଏହା ନୁହେଁ ଯେ ବିମାନକୁ ଖସାଇ ଦିଆଯାଇଥିଲା ବରଂ ଏହା ଗୁରୁତ୍ୱପୂର୍ଣ୍ଣ ଯେ କାହିଁକି ପଡ଼ିଲା। ଭାରତ ନିଜର ରଣନୈତିକ ଭୁଲଗୁଡ଼ିକୁ ବୁଝିପାରିଛି।

Operation Sindoor: ପାକିସ୍ତାନ କ’ଣ ଭାରତର ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା? CDS ଅନିଲ ଚୌହାନ କଲେ ବଡ଼ ଖୁଲାସା
Image Credit: CDS Anil Chauhan On Operation Sindoor

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments