Earthquake in Leh: ପାକିସ୍ତାନ ପରେ ଏବେ ଭାରତର ଲେହ ସହରରେ ହେଲା ଭୂମିକମ୍ଫ, ଜାଣନ୍ତୁ ତୀବ୍ରତା

Earthquake in Leh: ପାକିସ୍ତାନ ପରେ ଭାରତର ଲେହରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୪.୧ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଭୂମିରୁ ୧୦ କିଲୋମିଟର ତଳେ ଥିଲା।

Earthquake in Leh: ପାକିସ୍ତାନ ପରେ ଏବେ ଭାରତର ଲେହ ସହରରେ ହେଲା ଭୂମିକମ୍ଫ, ଜାଣନ୍ତୁ ତୀବ୍ରତା
Image Credit: Earthquake in Leh

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More