)
ଭାରତର ନିର୍ବାଚନ ଆୟୋଗ ବିହାର ବିଧାନସଭା ସହ ଅନ୍ୟ ୭ ରାଜ୍ୟର ୮ ବିଧାନସଭା ଆସନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ଏହି ନୀତି ଉଭୟ ସାଧାରଣ ଜନତା, ରାଜନେତା ଓ ରାଜନୀତିକ ଦଳ ପାଇଁ ଏକ ସ୍ୱଚ୍ଛ ଓ ଆଦର୍ଶ ନିର୍ବାଚନ ପରିଚାଳନାରେ ସହାୟକ ହେବ। ଏହି ନୀତିକୁ ପାଳନ କରିବା ଲାଗି କମିଶନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ସ୍ତରରେ ଥିବା ଜିଲ୍ଲା ମାଜିଷ୍ଟ୍ରେଟ ଏହାର ତତ୍ତ୍ୱବଧାରକ ହେବ। ଆସନ୍ତୁ ନଜର ପକାଇବା ଏହା କିପରି ସ୍ୱଚ୍ଛ ନିର୍ବାଚନ ପରିଚାଳନାରେ ସହାୟକ ହେବ, ପ୍ରମୁଖ ୧୦ ବିନ୍ଦୁରେ: