)
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଖଡ଼ଗପୁର ମଣ୍ଡଳର ଶାଲିମାର ଷ୍ଟେସନରେ ୟାର୍ଡ ପୁନଃମଡେଲିଂ କାର୍ଯ୍ୟ ହେତୁ ୩୨ ଟ୍ରେନକୁ ବାତିଲ କରାଯାଇଛି। ୭ଟି ଟ୍ରେନର .ଉତ୍ପତ୍ତି ଓ ଗନ୍ତବ୍ୟରେ ପରିବର୍ତ୍ତନ କରାଯାଇଛି। ଏନଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତୁ ନଜର ପକାଇବା କେଉଁସବୁ ଟ୍ରେନ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ। ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେଉଥିବାରୁ ଯାତ୍ରୀମାନଙ୍କ ସହଯୋଗ କାମନା କରିଛି ରେଳ ବିଭାଗ। ଏହି କାର୍ଯ୍ୟ ଦ୍ୱାରା ରେଳ ଚାଳନାର କ୍ଷମତା ଓ ଯାତ୍ରୀ ସୁରକ୍ଷାକୁ ବୃଦ୍ଧି ପାଇବ େବାଲି ଆଶା କରାଯାଇଛି। ବାତିଲ ହୋଇଥିବା ଟ୍ରେନ:
୧. ତା. ୧୧.୧୧.୨୦୨୫ ଓ ୧୮.୧୧.୨୦୨୫ରେ ଶାଲିମାରରୁ ଛାଡୁଥିବା ଟ୍ରେନ ନ. ୨୨୮୫୩ ଶାଲିମାର-ବିଶାଖାପାଟଣା ଏକ୍ସପ୍ରେସ ।
୨.ତା. ୧୨.୧୧.୨୦୨୫ ଓ ୧୯.୧୧.୨୦୨୫ରେ ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନ. ୨୨୮୫୪ ବିଶାଖାପାଟଣା-ଶାଲିମାର ଏକ୍ସପ୍ରେସ ।
୩. ତା. ୧୦.୧୧.୨୦୨୫, ୧୨.୧୧.୨୦୨୫, ୧୭.୧୧.୨୦୨୫ ଓ ୧୯.୧୧.୨୦୨୫ରେ ପୁରୀରୁ ଛାଡୁଥିବା ଟ୍ରେନ ନ. ୧୨୮୮୨ ପୁରୀ-ଶାଲିମାର ଏକ୍ସପ୍ରେସ
୪. ତା. ୧୧.୧୧.୨୦୨୫, ୧୩.୧୧.୨୦୨୫, ୧୮.୧୧.୨୦୨୫ ଓ ୨୦.୧୧.୨୦୨୫ରେ ଶାଲିମାରରୁ ଛାଡୁଥିବା ଟ୍ରେନ ନ. ୧୨୮୮୧ ଶାଲିମାର-ପୁରୀ ଏକ୍ସପ୍ରେସ
୫. ତା. ୧୦.୧୧.୨୦୨୫ ଓ ୧୭.୧୧.୨୦୨୫ ରେ ଶାଲିମାରରୁ ଛାଡୁଥିବା ଟ୍ରେନ ନ. ୦୨୮୪୧ ଶାଲିମାର-ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେଶାଲ୍
୬. ତା. ୧୨.୧୧.୨୦୨୫ ଓ ୧୯.୧୧.୨୦୨୫ ରେ ଚେନ୍ନାଇ ସେଣ୍ଟ୍ରାଲ୍ରୁ ଛାଡୁଥିବା ଟ୍ରେନ ନ. ୦୨୮୪୨ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍- ଶାଲିମାର ସ୍ପେଶାଲ୍
୭. ତା. ୧୧.୧୧.୨୦୨୫ ରେ ଟ୍ରେନ ନ. ୨୦୮୩୨ ସମ୍ବଲପୁର- ଶାଲିମାର ଏକ୍ସପ୍ରେସ୍
୮. ତା. ୧୨.୧୧.୨୦୨୫ ରେ ଟ୍ରେନ ନ. ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍
୯. ତା. ୧୨.୧୧.୨୦୨୫ ଓ ୧୯.୧୧.୨୦୨୫ ରେ ଟ୍ରେନ ନ. ୨୨୮୪୯ ଶାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍
୧୦. ତା. ୧୪.୧୧.୨୦୨୫ ଓ ୨୧.୧୧.୨୦୨୫ ଟ୍ରେନ ନ. ୨୨୮୫୦ ସିକନ୍ଦରାବାଦ-ଶାଲିମାର ଏକ୍ସପ୍ରେସ୍
୧୧.ତା. ୧୩.୧୧.୨୦୨୫ ଓ ୧୫.୧୧.୨୦୨୫ ରେ ଟ୍ରେନ ନ. ୨୨୬୪୧ ତିରୁବନନ୍ତପୁରମ ସେଣ୍ଟ୍ରାଲ - ଶାଲିମାର ଏକ୍ସପ୍ରେସ ।
୧୨. ତା.୧୬.୧୧.୨୦୨୫ଓ ୧୮.୧୧.୨୦୨୫ ରେ ଟ୍ରେନ ନ. ୨୨୬୪୨ ଶାଲିମାର-ତିରୁବନନ୍ତପୁରମ ସେଣ୍ଟ୍ରାଲ ଏକ୍ସପ୍ରେସ ।
୧୩. ତା. ୧୪.୧୧.୨୦୨୫ ଓ ୨୧.୧୧.୨୦୨୫ ରେ ଟ୍ରେନ ନ. ୨୨୮୦୪ ସମ୍ବଲପୁର- ଶାଲିମାର ଏକ୍ସପ୍ରେସ ।
୧୪. ତା. ୧୫.୧୧.୨୦୨୫ ଓ ୨୨.୧୧.୨୦୨୫ ରେ ଟ୍ରେନ ନ. ୨୨୮୦୩ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍
୧୫. ତା. ୧୩.୧୧.୨୦୨୫ ଓ ୨୦.୧୧.୨୦୨୫ ରେ ଟ୍ରେନ ନ. ୧୨୮୯୬ ପୁରୀ-ଶାଲିମାର ଏକ୍ସପ୍ରେସ୍ ।
୧୬. ତା. ୧୪.୧୧.୨୦୨୫, ୨୧.୧୧.୨୦୨୫ ରେ ଟ୍ରେନ ନ. ୧୨୮୯୫ ଶାଲିମାର-ପୁରୀ ଏକ୍ସପ୍ରେସ
୧୭. ତା. ୧୬.୧୧.୨୦୨୫ ଓ ୨୩.୧୧.୨୦୨୫ ରେ ଟ୍ରେନ ନ. ୦୨୮୩୯ ଶାଲିମାର-ପୁରୀ ସ୍ପେଶାଲ୍
୧୮. ତା. ୧୭.୧୧.୨୦୨୫ ଓ ୨୪.୧୧.୨୦୨୫ ରେ ଟ୍ରେନ ନ. ୦୨୮୪୦ ପୁରୀ- ଶାଲିମାର ସ୍ପେଶାଲ୍
୧୯. ତା. ୧୬.୧୧.୨୦୨୫ ଓ ୨୩.୧୧.୨୦୨୫ ରେ ଟ୍ରେନ ନ. ୧୨୮୮୮ ପୁରୀ- ଶାଲିମାର ଏକ୍ସପ୍ରେସ
୨୦. ତା. ୧୭.୧୧.୨୦୨୫ ଓ ୨୪.୧୧.୨୦୨୫ ରେ ଟ୍ରେନ ନ. ୧୨୮୮୭ ଶାଲିମାର-ପୁରୀ ଏକ୍ସପ୍ରେସ
୨୧. ତା. ୧୬.୧୧.୨୦୨୫ରେ ଟ୍ରେନ ନ. ୧୨୬୫୯ ନାଗରକୋଇଲ୍-ଶାଲିମାର ଏକ୍ସପ୍ରେସ
୨୨. ତା. ୧୯.୧୧.୨୦୨୫ ରେ ଟ୍ରେନ ନ. ୧୨୬୬୦ ଶାଲିମାର - ନାଗରକୋଇଲ୍ ଏକ୍ସପ୍ରେସ୍
୨୩. ତା. ୧୭.୧୧.୨୦୨୫ ରେ ଟ୍ରେନ ନ. ୧୮୦୪୭ ଶାଲିମାର- ଭାସ୍କୋ-ଡା-ଗାମା ଏକ୍ସପ୍ରେସ୍
୨୪. ତା. ୨୦.୧୧.୨୦୨୫ ରେ ଟ୍ରେନ ନ. ୧୮୦୪୮ ଭାସ୍କୋ-ଡା-ଗାମା - ଶାଲିମାର ଏକ୍ସପ୍ରେସ୍
୨୫. ତା. ୧୮.୧୧.୨୦୨୫ ରେ ଟ୍ରେନ ନ. ୨୨୮୩୬ ପୁରୀ- ଶାଲିମାର ଏକ୍ସପ୍ରେସ୍
୨୬. ତା. ୧୯.୧୧.୨୦୨୫ ରେ ଟ୍ରେନ ନ. ୨୨୮୩୫ ଶାଲିମାର- ପୁରୀ ଏକ୍ସପ୍ରେସ୍
୨୭. ତା. ୧୮.୧୧.୨୦୨୫ ରୁ ୨୧.୧୧.୨୦୨୫ ମଧ୍ୟରେ ଟ୍ରେନ ନ. ୧୨୮୩୭ ହାଓଡ଼ା-ପୁରୀ ଏକ୍ସପ୍ରେସ୍
୨୮. ତା ୧୯.୧୧.୨୦୨୫ ରୁ ୨୨.୧୧.୨୦୨୫ ମଧ୍ୟରେ ଟ୍ରେନ ନ. ୧୨୮୩୮ ପୁରୀ-ହାଓଡ଼ା ଏକ୍ସପ୍ରେସ୍
୨୯. ତା. ୧୯.୧୧.୨୦୨୫ ଓ ୨୦.୧୧.୨୦୨୫ ରେ ଟ୍ରେନ ନ. ୧୮୦୪୬ ଚାରଲାପାଲି- ଶାଲିମାର ଏକ୍ସପ୍ରେସ୍
୩୦. ତା. ୨୦.୧୧.୨୦୨୫ ଓ ୨୧.୧୧.୨୦୨୫ ରେ ଟ୍ରେନ ନ. ୧୮୦୪୫ ଶାଲିମାର-ଚାରଲାପାଲି ଏକ୍ସପ୍ରେସ୍
୩୧. ତା. ୨୧.୧୧.୨୦୨୫ ଓ ୨୨.୧୧.୨୦୨୫ରେ ଟ୍ରେନ ନ. ୧୮୪୧୦ ପୁରୀ-ଶାଲିମାର ଏକ୍ସପ୍ରେସ୍
୩୨. ତା. ୨୨.୧୧.୨୦୨୫ ଓ ୨୩.୧୧.୨୦୨୫ ରେ ଟ୍ରେନ ନ. ୧୮୪୦୯ ଶାଲିମାର-ପୁରୀ ଏକ୍ସପ୍ରେସ୍ ।
ସାନ୍ତ୍ରାଗାଛି ରେଳ ଷ୍ଟେସନରେ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ସଂକ୍ଷିପ୍ତ ଅବଧି ଦିଆଯିବ:
୧. ତା. ୨୯.୧୦.୨୫, ୧୨.୧୧.୨୫ ଓ ୧୯.୧୧.୨୫ରେ ଟ୍ରେନ ନ. ୨୨୮୨୬ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍ - ଶାଲିମାର ଏକ୍ସପ୍ରେସ୍ I
୨. ତା. ୩୧.୧୦.୨୫, ୧୩.୧୧.୨୫, ୧୬.୧୧.୨୫ ଓ ୧୮.୧୧.୨୫ରେ ଟ୍ରେନ ନ. ୧୮୦୪୮ ଭାସ୍କୋ-ଡା-ଗାମା- ଶାଲିମାର ଏକ୍ସପ୍ରେସ୍ I
୩. ତା. ୧୮.୧୧.୨୫ ଓ ୨୩.୧୧.୨୫ରେ ଟ୍ରେନ ନ. ୨୦୮୩୨ ସମ୍ବଲପୁର- ଶାଲିମାର ଏକ୍ସପ୍ରେସ୍ I
୪. ତା. ୧୯.୧୧.୨୫ ଓ ୨୦.୧୧.୨୫ରେ ଟ୍ରେନ ନ. ୧୮୪୧୦ ପୁରୀ - ଶାଲିମାର ଏକ୍ସପ୍ରେସ୍ I
ଟ୍ରେନ୍ଗୁଡ଼ିକର ଗନ୍ତବ୍ୟସ୍ଥଳରେ ପରିବର୍ତ୍ତନ :
ନିମ୍ନଲିଖିତ ଟ୍ରେନ ଗୁଡିକ ସାନ୍ତ୍ରାଗାଛି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ I
୧. ତା. ୧୩.୧୧.୨୫ ରୁ ୨୪.୧୧.୨୫ ପର୍ଯ୍ୟନ୍ତ ଟ୍ରେନ ନ. ୧୨୮୪୧ ହାଓଡ଼ା-ଏମ୍ ଜିଆର୍ ଚେନ୍ନାଇ କେନ୍ଦ୍ରୀୟ ଏକ୍ସପ୍ରେସ୍ ହାଓଡ଼ା ବଦଳରେ ସାନ୍ତ୍ରାଗାଛି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ।
୨. ତା. ୧୯.୧୧.୨୫, ୨୪.୧୧.୨୫ ପର୍ଯ୍ୟନ୍ତ ଟ୍ରେନ ନ. ୨୦୮୩୧ ଶାଲିମାର - ସମ୍ବଲପୁର ଏକ୍ସପ୍ରେସ୍ ଶାଲିମାର ବଦଳରେ ସାନ୍ତ୍ରାଗାଛି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ।
୩. ତା. ୨୧.୧୧.୨୫ରେ ଟ୍ରେନ ନ. ୧୮୪୦୯ ଶାଲିମାର - ପୁରୀ ଏକ୍ସପ୍ରେସ୍ ସାନ୍ତ୍ରାଗାଛି ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ।