କାର୍ତ୍ତିକ ପୂର୍ଣ୍ଣମୀ ଲାଗି ପୁରୀକୁ ସ୍ୱତନ୍ତ୍ର ଟ୍ରେନଘୋଷଣା କଲା ରେଳବାଇ

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣମୀ। ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଏବଂ ଶ୍ରୀଜିଉଙ୍କୁ ଦର୍ଶନ କରିବା ଲାଗି ପ୍ରବଳ ଭକ୍ତଙ୍କ ସମାଗମ ହେବା ଆଶଙ୍କା ରହିଛି। ଏହିକ୍ରମରେ ଯାତ୍ରୀଙ୍କ ଯାତ୍ରା ସୁବିଧା ବଢ଼ାଇବା ଲଗାି ପୂର୍ବତଟ ରେଳବାଇ ପକ୍ଷରୁ ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟାରୁ ଏହି ଟ୍ରେନ ଚଳାଚଳ କରି

କାର୍ତ୍ତିକ ପୂର୍ଣ୍ଣମୀ ଲାଗି ପୁରୀକୁ ସ୍ୱତନ୍ତ୍ର ଟ୍ରେନଘୋଷଣା କଲା ରେଳବାଇ

About the Author