ରେଳଧାରଣେ ସୁରକ୍ଷା ଲାଗି ୧୦୦୦ କୋଟିର ବାଡ଼

ରେଳ ଲାଇନ୍‍ର ସୁରକ୍ଷା ଲାଗି ପୂର୍ବତଟ ରେଳପଥ ଧାରଣାର ଦୁଇ ପାର୍ଶ୍ୱରେ ବାଡ଼ ଦେବା ଆରମ୍ଭ କରିଛି। ଏଥିଲାଗି ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି ରେଳବାଇ। ମିଳିଥିବା ସୂଚନା ଅନୁସାରେ ୩୧୩୩ କିଲୋମିଟର ରେଳପଥକୁ ଏହାଦ୍ୱାରା ସୁରକ୍ଷିତ କରାଯିବ। ଏଥିଲାଗି ବିଭିନ୍ନ ରେଳ ବିଭାଗରେ ବ୍ୟାପକ ସୁରକ୍ଷା ବାଡ଼ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା

ରେଳଧାରଣେ ସୁରକ୍ଷା ଲାଗି ୧୦୦୦  କୋଟିର ବାଡ଼

About the Author