Fake SI Arrested: ପ୍ରେମିକାଙ୍କୁ ଭେଟିବା ପାଇଁ ହୋଇଥିଲେ ନକଲି ପୋଲିସ ଇନ୍ସପେକ୍ଟର, ଗୋଟିଏ ଭୁଲ୍ ପାଇଁ ଧରାପଡି ଜେଲ୍ ରେ...

Fake Cop Arrest: ଶୁକ୍ରବାର ଦିନ ଶୁଭମ ନିଜ ମହିଳା ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ କିନ୍ତୁ ମହିଳାଙ୍କ ଘର ଲୋକ ସନ୍ଦେହ କରିଥିଲେ। ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଥିଲା।

Fake SI Arrested: ପ୍ରେମିକାଙ୍କୁ ଭେଟିବା ପାଇଁ ହୋଇଥିଲେ ନକଲି ପୋଲିସ ଇନ୍ସପେକ୍ଟର, ଗୋଟିଏ ଭୁଲ୍ ପାଇଁ ଧରାପଡି ଜେଲ୍ ରେ...
Image Credit: Fake Police Inspector Arrested

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More