Train Derailment in Koraput: କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

Train Derailment in Koraput: ସୋମବାର ବିଳମ୍ବିତ ରାତିରେ ଦୁମୁରିପୁଟ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି, ଯାହାଫଳରେ ଜଗଦଲପୁର–ବିଶାଖାପାଟଣା ରୁଟ୍‌ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

Train Derailment in Koraput: କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ
Image Credit: Train Derailment in Koraput

About the Author