ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ୍‍ର ଆରମ୍ଭ କେଉଁଠୁ? କାହିଁକି ସିବିଆଇ ତଦନ୍ତ ଜରୁରୀ?

ଓଡ଼ିଶା ପୁଲିସରେ ସବ୍‍ଇନସ୍ପେକ୍ଟର ବା ଏସ୍‍ ଆଇ ନିଯୁକ୍ତି କେଳେଙ୍କାରୀରେ ୧୧୭ଜଣଙ୍କୁ ଗିରଫ କରାଯାଇଛି। ହେଲେ ଏମାନଙ୍କ ଭିତରୁ କେହି ହେଲେ ଆସାମୀ ନୁହନ୍ତି। ଏ ସମସ୍ତେ ହେଉଛନ୍ତି ଜଣେ ଜଣେ ପୀଡ଼ିତ ବା ଭିକ୍ଟିମ୍‍। ମୂଳ ଆସାମୀ ବା କାଣ୍ଡ ଭିଆଇଥିବା କାରକ କିଏ ଓ କାହିଁକି ଏଯାଏ ସେ ବହାରକୁ ଆସି ନାହିଁ?

ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ୍‍ର ଆରମ୍ଭ କେଉଁଠୁ? କାହିଁକି ସିବିଆଇ ତଦନ୍ତ ଜରୁରୀ?

About the Author