ଆଜି ପୁରୀରେ ପାଳନ କରାଯାଉଛି ଭାଇ-ଭଉଣିଙ୍କ ଅନନ୍ୟ ପର୍ବ- ଭାଇ ଦ୍ୱିତୀୟା

ଭାଇ-ଭଉଣିଙ୍କ ସ୍ନେହ, ଶ୍ରଦ୍ଧାକୁ ନେଇ ଅନେକ ପର୍ବ ହିନ୍ଦୁ ଶାସ୍ତ୍ରରେ ରହି ଆସିଛି। ଅଞ୍ଚଳ ଭିତ୍ତିରେ ଭିନ୍ନ ଭିନ୍ନ ଦିନ ଭାଇ ଭଉଣିମାନେ ସେମାନଙ୍କ ଅଞ୍ଚଳରେ ଏହି ପର୍ବ ପାଳନ କରନ୍ତି। ଏହିକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ କରାଯାଉଛି ଭାଇ ଦ୍ୱିତୀୟା ବା ଯମ ଦ୍ୱିତୀୟା। ବିଶ୍ୱାସ ରହିଛି ଆଜିର ଦିନରେ ମୃତ୍ୟୁ ଦଣ୍ଡର ଦେବତା ଯମ ନିଜ ଭଉ

 ଆଜି ପୁରୀରେ ପାଳନ କରାଯାଉଛି ଭାଇ-ଭଉଣିଙ୍କ ଅନନ୍ୟ ପର୍ବ- ଭାଇ ଦ୍ୱିତୀୟା

About the Author