Gold Price Today: ଶସ୍ତା ହେଲା ସୁନା, ଏଠି ୧୦ ଗ୍ରାମ୍ ପିଛା ୫୦ ହଜାର ତଳେ ରହିଛି ଦର

Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ବାହାଘର ସିଜିନରେ ଶସ୍ତା ହେଲା ସୁନା (Gold Silver Price Today) । ଆଜି ସୁନା ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ଗହଣା କିଣିବାକୁ ଚାହୁଁଛନ୍ତି । ତେବେ, ଜାଣି ରଖନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍?

Gold Price Today: ଶସ୍ତା ହେଲା ସୁନା, ଏଠି ୧୦ ଗ୍ରାମ୍ ପିଛା ୫୦ ହଜାର ତଳେ ରହିଛି ଦର

About the Author