Gold Price Today: ପୁଣି ଖସିଲା ସୁନା ରେଟ୍, ଜାଣନ୍ତୁ ଆଜିର ନୂଆ ଦର

Gold And Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର (Gold Price Today)ରେ ପରିବର୍ତ୍ତନ ହୋଇଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। 'ଭାଲେନଟାଇନ୍ସ ଡେ' ପୂର୍ବରୁ ଖସିଛି ସୁନା ଦର(Gold Price Today)। ତେବେ, ଆଜି ସୁନା-ରୂପା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।

Gold Price Today: ପୁଣି ଖସିଲା ସୁନା ରେଟ୍, ଜାଣନ୍ତୁ ଆଜିର ନୂଆ ଦର

About the Author