Gold Price Today: ବିବାହ ସିଜିନରେ ଖସିଲା ସୁନା-ରୂପା ଦର, ଜାଣନ୍ତୁ ଓଡିଶାରେ କେତେ ରହିଛି ସୁନା ଭରି?

Gold-Silver Price Today: ସୁନାପ୍ରେମୀଙ୍କ ଖୁସି ଖବର। ସସ୍ତାହର ଦ୍ବିତୀୟ ଦିନରେ ଖସିଲା ରେଟ୍। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କୁ ଖୁସି କରିଦେବ। ଗତକାଲି ଅପେକ୍ଷା ଆଜି ସୁନା ଦରରେ ଅଧିକ ହ୍ରାସ ଘଟିଛି। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍ ।

Gold Price Today: ବିବାହ ସିଜିନରେ ଖସିଲା ସୁନା-ରୂପା ଦର, ଜାଣନ୍ତୁ ଓଡିଶାରେ କେତେ ରହିଛି ସୁନା ଭରି?

About the Author