Gold Price Today: ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ୫୦ ହଜାର ତଳକୁ ଖସିଲା ସୁନା ରେଟ୍

Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଶସ୍ତା ହେଲା ସୁନା। ବିବାହ ସିଜିନରେ ଖସିଲା ସୁନା ଦର। ସୁନା ଦରରେ ହ୍ରାସ ଘଟିବା , ଯାହା ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି । ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା-ରୂପା

Gold Price Today: ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ୫୦ ହଜାର ତଳକୁ ଖସିଲା ସୁନା ରେଟ୍